Download Now Banner

This browser does not support the video element.

ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ସାଂସଦଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

Lakshmipur, Koraput | Sep 6, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସାଂସଦଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ବୈଠକରେ ସାଂସଦ ଶପ୍ତଗିରି ଶଙ୍କର ଉଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ ଉପସ୍ଥିତ ଥିଲେ ବିଧାୟକ ପବିତ୍ର ସାଉନ୍ତା। ସୂଚନା ମୁତାବକ ବିଭିନ୍ନ ପଞ୍ଚାୟତ ରେ ରାସ୍ତା କାର୍ଯ୍ୟ ଠାରୁ ଆରମ୍ଭ କରି, ସ୍କୁଲ ମରାମତି, ପାନୀୟ ଜଳ ପ୍ରକଳ୍ପ,ଶିଶି ରାସ୍ତା, ଚେକ୍ ଡ଼୍ୟାମ, ପାଣି କେନାଲ ଭଳି ଅନେକ ପୁରୁଣା ଓ ନୂତନ ପ୍ରକଳ୍ପ ଉପରେ ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ।
Read More News
T & CPrivacy PolicyContact Us