Download Now Banner

This browser does not support the video element.

ଜଗତସିଂହପୁର: ଏରସମାରେ ଏକ କାଠ ବୋଝେଇ ଟ୍ରାକ୍ଟରକୁ ମାଡିବସିଲା ବନବିଭାଗ

Jagatsinghapur, Jagatsinghpur | Sep 10, 2025
ଏରସମାରେ ବିଳମ୍ବିତ ରାତିରେ ଏକ କାଠ ବୋଝେଇ ଟ୍ରାକ୍ଟରକୁ ମାଡି ବସିଲା ବନ ବିଭାଗ । ଉକ୍ତ ଟ୍ରାକ୍ଟର ମୂଲ୍ୟବାନ କାଠକୁ ନେଇ ଯାଉଥିବା ସମୟରେ ବନ ବିଭାଗ ମାଡି ବସିଥିବା ନେଇ ଆଜି ସକାଳ ୭ ଟା ସମୟରେ ସୂଚନା ମିଳିଛି । ପରେ କାଠ ଓ ଟ୍ରାକ୍ଟରକୁ ବନ ବିଭାଗ ଜବତ କରି ନିଜ ହେପାଜତକୁ ନେଇଛି । ତେବେ ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି
Read More News
T & CPrivacy PolicyContact Us