Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାରବାଟି ଵାଘାଯତୀନ କ୍ଳବ୍ ଠାରେ ବିଶାଳ ରକ୍ତଦାନ ଶିବିର,ଯୋଗ ଦେଲେ ବିଧାୟକ

Baleshwar M, Balasore | Sep 10, 2025
ଶହୀଦ ବାଘାଯତୀନଙ୍କ ୧୧୦ ତମ ସ୍ମୃତି ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ବାରବାଟି ବାଆଯତୀନ କ୍ଳବ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ସଦର ବିଧାୟକ ମାନସ କୁମାର ଦତ୍ତ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ କ୍ଲବ ର ସଭାପତି,ସମ୍ପାଦକ ଏବଂ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us