Download Now Banner

This browser does not support the video element.

ସୋନପୁର: ଫିଲ୍ମ ଷ୍ଟାଇଲରେ ଗାଡି ଦୁର୍ଘଟଣା, ପାଲଟି ପରେ ପାଲଟି ଦେଇ ଗାଡି ଚୁରମାର, ଅଳ୍ପକେ ବର୍ତିଲେ ଆରୋହୀ

Sonapur, Subarnapur (Sonepur) | Sep 10, 2025
ବରଗଡ-ବୋରି ଗୁମ୍ଫା ୨୬ନମ୍ବର ଜାତୀୟ ରାଜପଥ ଚିନାୟୁରୀ –ଖୁଣ୍ଟପାଲି ମଝୀ ନେହେରୁ ନଗରଠାରେ ଆଜି ଅପରାହ୍ନରେ ଏକ କାର ଦୁର୍ଘଟଣା ଘଟି ଚୁରମାର ହୋଇ ଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ୱେଷ୍ଟବେଙ୍ଗଲ ନମ୍ବର ଥିବା ଏକ କାର ଡବ୍ଲ ୫୪ ପି୦୪୦୦ ସମୟ ପ୍ରାତ ୨ଟା ପାଖାପାଖୂ ବରଗଡ ପଟରୁ ବଲାଙ୍ଗିର ଅଭିମୁଖେ ଯାଉଥିଲେ । ଗାଡିଟି ଚିନାୟୁରୀ ଅତିକ୍ରମ କରିବା ପରେ ନେହେରୁ ନଗର ସମ୍ମୁଖରେ କୌଣସି କାରଣରୁ ଗାଡିଟି ରାସ୍ତାର ବାମ ପାର୍ଶ୍ବକୁ ଚାଲି ଯାଇଥିଲା । ଗାଡିଟି ଏତେ ଜୋରରେ ଆସୁଥୁଲା ଯେ ରାସ୍ତାର ବାମ ପାର୍ଶ୍ଵରେ ରାସ୍ତାରୁ ପ୍ରାୟ ୨୦ ମିଟର ହେବ ବାହାରୁ ଚାଲି ଯାଇ ଏକ ପଲଟି
Read More News
T & CPrivacy PolicyContact Us