This browser does not support the video element.
ରାଇଘର: କଲରା ପତରିଆ ବାଘ ମୃତ ଶରୀର ଉଦ୍ଧାର ନକଟିସେମେଡା ସେମରଡିହି ଗ୍ରାମରୁ।
Raighar, Nabarangpur | Oct 8, 2025
ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ରାଇଘର ବନାଞ୍ଚଳର ସୀମାନ୍ତରେ ଥିବା ନକଟିସେମେଡା ସେମରଡ଼ିହି ଗ୍ରାମରେ ମିଳିଛି ଏକ କାଳରପତାରିଆ ବାଘର ଶବ,ନବରଙ୍ଗପୁର ଜିଲ୍ଲାରେ ବାଘ ଗଣତି ସମୟରେ ସଂଖ୍ୟା ଶୂନ ହୋଇଥିବା ବେଳେ ମକା ବାଡ଼ ଭିତରେ ମୃତ ବାଘର ଶବ ଉଦ୍ଧାର ହେବା ଘଟଣା ସମସ୍ତ ଙ୍କୁ ଚକିତ କରିଛି ଏହି ଅଂଚଳ ଛତିଶଗଡ଼ର ସୀତାନଦୀ ବ୍ରାଘ୍ୟ ଅଭୟରଣ୍ୟ ସୀମାକୁ ଲାଗି ରହିଛି ଏଣୁ ଗତକାଲି ରାତିରେ ବାଘ ଟି ମାରିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି। ନବରଙ୍ଗପୁର ବନ ବିଭାଗ ପକ୍ଷରୁ ବାଘ ର ଶବ ଜବତ କରିଛନ୍ତି।ନିକଟସ୍ଥ ସୀତାନଦୀ ବ୍ୟାର୍ଘ୍ୟ ଅଭୟରଣ୍ୟ ରୁ ଆସିଥିବା ଅନୁମାନ କରାଯାଇଛି। ବର୍ତ୍ତମାନ ନବର