Download Now Banner

This browser does not support the video element.

ବରଗଡ: ଜବର ଦଖଲ ଉଚ୍ଛେଦକୁ ନେଇ ବରଗଡ଼ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ରଖିଲେ ପ୍ରତିକ୍ରିୟା

Bargarh, Bargarh (Baragarh) | Sep 8, 2025
ବରଗଡ଼ର ଜବର ଦଖଲ ଉଚ୍ଛେଦକୁ ନେଇ ନିଜ କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟା 6.30 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଲେ ବରଗଡ଼ ଜିଲ୍ଲାପାଳ | ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ କରାଯାଉଛି ଯାହାକୁ ନେଇ ବରଗଡ଼ ବାସି ବେଆଇନ ଭାବେ ଦୋକାନ ଗୃହ ଉଚ୍ଛେଦ କରାଯାଉଛି ବୋଲି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ | ତେବେ ଏନେଇ ଜିଲ୍ଲାପାଳ ନିଜ ପ୍ରତିକ୍ରିୟା ରଖିଛନ୍ତି ଏବଂ ଉନ୍ନତିକରଣ ପାଇଁ ଭଙ୍ଗାଯିବ ବୋଲି ଜଣାଇଛନ୍ତି ।
Read More News
T & CPrivacy PolicyContact Us