Download Now Banner

This browser does not support the video element.

କାକଟପୁର: ଅସ୍ତରଙ୍ଗ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର, ଉପସ୍ଥିତ ଥିଲେ ପୁରୀ ଜିଲ୍ଲାପାଳ ୧୨୦ଅଭିଯୋଗ

Kakatpur, Puri | Aug 25, 2025
ହରିଶ୍ଚନ୍ଦ୍ର ଯୋଜନା ଗରିବ ଙ୍କ ପ୍ରତି ଉପହାସ ସଦୃଶ :-ଜିଲ୍ଲାପାଳ ଙ୍କୁ ରୋକ ଠୋକ ମହିଳା କହିଲେ ସମସ୍ୟା ସମାଧାନ ନ ହେଲେ ଆତ୍ମହୂତି ପାଈଁ ଚେତାବନୀ :-କର୍ମଚାରୀ ସମୟାନୁବର୍ତ୍ତିତା ହୁଅନ୍ତୁ, ନଚେତ ଦୃଢ କାର୍ଯ୍ୟାନୁଷ୍ଠାନ:-ଜିଲ୍ଲାପାଳ :-ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର କାକଟପୁର /ଅସ୍ତରଙ୍ଗ :-୨୫/୦୮:-ପୁରୀ ଜିଲ୍ଲା ଅସ୍ତରଙ୍ଗ ପଂଚାୟତ ସମିତି ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷା ଆରତୀ ନାଏକ ଙ୍କ ଅଧକ୍ଷତାରେ ପରିଚାଳିତ ଜିଲ୍ଲାପାଳ ପୁରୀ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସ
Read More News
T & CPrivacy PolicyContact Us