Download Now Banner

This browser does not support the video element.

ବୌଦ୍ଧ ସଦର: ଧୂରମାଲ ଜଙ୍ଗଲରେ ମହୁଲି ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୫୫୦କେଜି ପୋଚ ୪୦ଲିଟର ମଦକୁ ନଷ୍ଟ

Baudh Sadar, Boudh (Bauda) | Oct 6, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧୁକାରୀ କାରଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଜିଲ୍ଲା ଅବକାରି ମୋବାଇଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ଆଜି ବୌଦ୍ଧ ଥାନା ଅନ୍ତର୍ଗତ ଧୂରମାଲ ଜଙ୍ଗଲରେ ବେଆନ ଭାବରେ ଦେଶି ମହୁଲି ମଦ ରନ୍ଧା ଯାଉଛି l ଏନେଇ ଆଜି ସକାଳ ପାଖାପାଖି ୧୧.୩୦ ସମୟରେ ଧୂମାଲ ଜଙ୍ଗଲରେ ଚାଲିଥିବା ମହୁଲି ମଦ ତିଆରି ଆଡାରେ ଚଢ଼ାଉ କରି ଥିଲେ l ଚଢ଼ାଉ ସମୟରେ ୫୫୦କେଜି ମହୁଲ ପୋଚ ସାହି ୪୦ଲିଟର ରନ୍ଧା ମହୁଲି ମଦକୁ ଜବତ କରି ନଷ୍ଟ କରିଛନ୍ତି l
Read More News
T & CPrivacy PolicyContact Us