Download Now Banner

This browser does not support the video element.

ବଲାଙ୍ଗୀର: ଧାମନ ଡଙ୍ଗା ଗ୍ରାମ ଠାରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି

Balangir, Balangir | Aug 27, 2025
ବଲାଙ୍ଗୀର: ଧାମନ ଡଙ୍ଗା ଗ୍ରାମ ଠାରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହି ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ଚିହ୍ନଟ ସର୍ଗିଗୁଡା ଗ୍ରାମର ପୃଥ୍ୱୀରାଜ ପୋଡ଼ ବୋଲି ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ରାତି 10ଟା ସମୟରେ ଭର୍ତ୍ତି କରା ଯାଇଛି
Read More News
T & CPrivacy PolicyContact Us