Download Now Banner

This browser does not support the video element.

ବୋଲଗଡ: ବୋଲଗଡ଼କୁ ଏନଏସି ଘୋଷଣା ନ ହେବାରୁ ଛଅ ଘଣ୍ଟିଆ ବନ୍ଦ: ଏନଏସି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର

Bolagad, Khordha | Aug 25, 2025
ବୋଲଗଡ଼କୁ ଏନଏସି ଘୋଷଣା ପାଇଁ ଦାବି କରି ଆଜି ବୋଲଗଡ଼ରେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୋଲଗଡ଼କୁ ଏନଏସି ଘୋଷଣା ପାଇଁ ଏକ ଦାବିପତ୍ର ସ୍ଥାନୀୟ ବିଡିଓଙ୍କୁ ପ୍ରଦାନ କରାଯାଇଛି l ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବୋଲଗଡ଼ର ସମସ୍ତ ବଜାର ଅଞ୍ଚଳ ବନ୍ଦ ରହିଥିଲା lଏକ ଶୋଭାଯାତ୍ରାରେ ଯାଇ ଦାବୀପତ୍ର ବୋଲଗଡ଼ ବିଡିଓ ଦାୟିତ୍ୱରେ ଥିଵା ବିଜୟ କୁମାର ସେଠୀଙ୍କୁ ପ୍ରଦାନ କରିଥିଲେ l
Read More News
T & CPrivacy PolicyContact Us