This browser does not support the video element.
ବୀରମହାରାଜପୁର: କୁମାରକେଲି ଠାରେ ଗଣେଶ ପୂଜା ଅବସରରେ କଂସ ଦରବାର ଅନୁଷ୍ଠିତ,ଉପଭୋଗ କଲେ ହାଜର ହଜାର ଦର୍ଶକ
Biramaharajpur, Subarnapur (Sonepur) | Aug 31, 2025
ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ଥାନା ଅନ୍ତର୍ଗତ କୁମାରକେଲି ଠାରେ ଗଣେଶ ପୂଜା ଅବସରରେ କଂସ ଦରବାର ଆଜି ରାତି 10ଘଣ୍ଟା ସମୟରେ ଅନୁଷ୍ଠିତ ହୋଇକାଇଚଜି l ଆୟୋଜକ ସଭାପତି ଛବିଲ ମେହେରଙ୍କୁ ଅଧ୍ୟକ୍ଷ ଟାରେ ଆୟୋଜିତ ଏହି ଦରବାରକୁ ରାଜ ଅତିଥି ଭାବରେ ବରଗଡ଼ ଧନୁଯାତ୍ରାର କଳାକାର ଅଇଁଠୁ ସାହୁ, ସୁରେଶ ମେହେର, ପ୍ରଶାନ୍ତ ଶତପଥୀ ଏବଂ ପାତ୍ର ପଧାନ ଯୋଗଦେଇ ସଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ l ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଏହି ଅବସରେ ହଜାର ହଜାର ଦର୍ଶକ ଯୋଗଦେଇ ଉପଭୋଗ କରିଥିନା ଦେଖିବାକୁ ମିଲଛି l