Download Now Banner

This browser does not support the video element.

କୋଦଳା: ଭାଟପଡା ନିକଟରୁ ଚୋରା ମଦ ଓ ବାଇକ ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ

Kodala, Ganjam | Nov 3, 2024
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଭାଟପଡା ଶିବ ମନ୍ଦିର ପଛ ପଟରୁ ଚୋରା ମଦ ଓ ବାଇକ ଜବତ ସହ ଦୁଇ ଜଣକୁ ଗିରଫ କରିଛି କୋଦଳା ପୋଲିସ । ଚୋରା ମଦ ନେଇ ଯାଉଥିବା ଖବର ପାଇ ପୋଲିସ ଚଢ଼ାଉ କରି ଥିଲା । ଏହି ଥାନା ଅନ୍ତର୍ଗତ ମଲ୍ଲିକେଶ୍ୱର ଗ୍ରାମର ଅଭିମନ୍ୟୁ ମହାରଣାଙ୍କ ପୁଅ ଜିତେନ୍ଦ୍ର ମହାରଣା ଓ ରଞ୍ଜନ ପ୍ରଧାନଙ୍କ ପୁଅ ନାରାୟଣ ପ୍ରଧାନଙ୍କୁ ଭାଟାପଡା ସ୍ଥିତ ଶିବ ମନ୍ଦିର ପଛ ପଟ ରାସ୍ତାରୁ ଗିରଫ କରିବା ସହ ତାଙ୍କ ନିକଟରୁ 50 ଲିଟର ଚୋରା ମଦ ପାଉଚୁ ସହ ମଦ ନେଇ ଯାଉଥିବା ବାଇକ ହିରୋ ଗ୍ଲାମର ନମ୍ବର OD 07E 4925 କୁ ଜବତ କରିଛନ୍ତି । ।
Read More News
T & CPrivacy PolicyContact Us