Download Now Banner

This browser does not support the video element.

ଗୋପାଳପୁର: ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା

Gopalpur, Ganjam | Oct 18, 2024
ରାଜ୍ୟ ସରକାରରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଆଜି ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ଗୋପାଳପୁର ବିଧାୟକ ତଥା ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ଅଞ୍ଚଳରେ ଶିକ୍ଷାର ମୌଳିକ ଗୁଣବତ୍ତା ବୃଦ୍ଧି କରିବା ତଥା ସାମାଜିକ ସୁରକ୍ଷା ବିଷୟକୁ ନେଇ ଏକ ଫଳପ୍ରଦ ଆଲୋଚନା ହୋଇଥିବା ସୁଚନା l
Read More News
T & CPrivacy PolicyContact Us