Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଆଣ୍ଟି କମ୍ପ୍ଲେକ୍ସ ଲୁଗା ଦୋକାନ ତାଲା ଭାଙ୍ଗିବା ନେଇ ଥାନାରେ ଅଭିଯୋଗ କଲେ ମାଲିକ

Baleshwar M, Balasore | Aug 24, 2025
ବାଲେଶ୍ଵର ସହରର ସହଦେବଖୁଣ୍ଟା ଥାନା ସମ୍ମୁଖ ଆଣ୍ଟି କମ୍ପ୍ଲେକ୍ସ ରେ ଥିବା ଶାଢ଼ୀ ମନ୍ଦିର ଲୁଗା ଦୋକାନ ରେ ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ତାଲା ଭାଙ୍ଗି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଆଜି ସକାଳ ୮ ଟା ସମୟରେ ଶାଢ଼ୀ ଦୋକାନ ମାଲିକ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି।ତେବେ ଏହି ତାଲା ଭଙ୍ଗା ପଛରେ ଘରୋଇ ବିବାଦ କାରଣରୁ ଭଙ୍ଗା ରୁଜା କରାଯାଇ ଥିବା ନେଇ ପୋଲିସ ସୂଚନା ଦେଇଛି।
Read More News
T & CPrivacy PolicyContact Us