This browser does not support the video element.
ବୀରମହାରାଜପୁର: ବିନିକା ଗୌରପଡା ଠାରେ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ସହ ସହ ଭକ୍ତଙ୍କୁ ଗହଣରେ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 3, 2025
ବିନିକା ଗୌରପଡା ଠାରେ ଆଜି ଆଜି ଅପରାହ୍ନ 4ଟା ପର୍ଯ୍ୟନ୍ତ ଶ୍ରୀ ଗଣେଶଙ୍କ ଭସାଣି ଉତ୍ସବ ସହ ସହ ଭକ୍ତଙ୍କୁ ଗହଣରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଶ୍ରୀ ଗଣେଶଙ୍କୁ ଏକ ସାଂସ୍କୃତିକ ଶୋଭାଯାତରେ ସହର ପରିକ୍ରମା କରି ନିକଟ ମହାନଦୀକୁ ନେଇ ଭସାଣି କରିଥିଲେ l ଏହି ଶୋଭାଯାତ୍ରରେ ସହ ସହ ଭକ୍ତ ସାମିଲ ହଅଥିଲେ l