This browser does not support the video element.
ଓରିଏଣ୍ଟ: ଗୋବିନ୍ଦପୁର ଠାରେ ଥିବା ଗୋ ସେବା ଧାମ ତଥା ଗୋଶାଲା ପରିଦର୍ଶନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Orient, Jharsuguda | Jun 10, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଥିବା ଗୋ ସେବା ଧାମ ତଥା ଗୋଶାଲା ପରିଦର୍ଶନ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଲଖନପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଥିବା ଗୋ ସେବା ଧାମ ପରିଦର୍ଶନ କରିବା ସହିତ ଏହାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଗୋ ମାତା ସର୍ବଦା ପୂଜନୀୟ ଏବଂ ସେମାନଙ୍କ ସେବା କରୁଥିବା ଲୋକଙ୍କୁ ଝାରସୁଗୁଡା ବିଧାୟକ ପ୍ରସଂଶା କରିଥିଲେ। ପରିଚାଳନା କତ୍ତୃପକ୍ଷଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ ଝାରସୁଗୁଡା ବିଧାୟକ