Download Now Banner

This browser does not support the video element.

ତେଲକୋଇ: ତେଲକୋଇ ନିର୍ବାଚନମଣ୍ଡଳ ଆମ୍ବଡ଼ାଳି ଗାଁରେ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଯୋଗଦେଲେ ଜନତା ପାର୍ଟିର ଜିଲ୍ଲା ଉପସଭାପତି ରଖିଲେ ପ୍ରତୀକ୍ରୀୟା

Telkoi, Kendujhar | Sep 20, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀ ର ବାଂଶପାଳ ନୟାକୁଟ ପଞ୍ଚାୟତ ଆମ୍ବଡାଳ ଗାଁ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି । ଏଥିରେ ଅଞ୍ଚଳର ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ରେଞ୍ଜର ଇଲେଭେନ କେନା ମେଣ୍ଟା କୁ ସିବା ଏଣ୍ଡ ସିବା ଦୁଇ ଏକ ଗୋଲରେ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛି । ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପିନାଥ ରାମ ଯୋଗ ଦେଇଥିଲେ । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ବ୍ୟକ୍ତିଙ୍କ ସମେତ କୁଡ଼ିଏ ହଜାର ରୁ ଅଧିକ ଦର୍ଶକ ଯୋଗ ଦେଇଥିଲେ । ଆଜି ରାତ୍ରୀ ନଅଟା ସମୟର ସୂଚନା ।
Read More News
T & CPrivacy PolicyContact Us