This browser does not support the video element.
ଝାରସୁଗୁଡା: ହିର୍ମା ସ୍ଥିତ ପୁନର୍ବାସ ଏବଂ ଥଇଥାନ କଲୋନୀ ପରିଦର୍ଶନ କରି କଲୋନୀ ବାସିନ୍ଦାଙ୍କ ସହ ଆଲୋଚନା କଲେ ଝାରସୁଗୁଡା ଜିଲ୍ଲାପାଳ
Jharsuguda, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ହିର୍ମା ସ୍ଥିତ ପୁନର୍ବାସ ଏବଂ ଥଇଥାନ କଲୋନୀ ପରିଦର୍ଶନ କରି କଲୋନୀ ବାସିନ୍ଦାଙ୍କ ସହିତ ଆଲୋଚନା କଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ। ତେବେ ଆଜି ଦିନ ବାରଟା ସମୟରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ ହିର୍ମା ସ୍ଥିତ ପୁନର୍ବାସ ଏବଂ ଥଇଥାନ କଲୋନୀ ଗସ୍ତକରି ଡାକ୍ତରଖାନା, ରାସ୍ତା,ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ଶ୍ମଶାନଘାଟ ଓ ଭେଣ୍ଡିଙ୍ଗ ଜୋନ ଇତ୍ୟାଦି ପରିଦର୍ଶନ କରିବା ସହିତ କଲୋନୀ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଏନ୍.ଏଲ୍.ସି. କର୍ତ୍ତୃପକ୍ଷଙ୍କୁ