Download Now Banner

This browser does not support the video element.

ରାୟଗଡା: ଗୁଣୁପୁର ପୁଲିସ୍ ର ସଫଳତା ୨୫୨ ଲିଟର୍ ବିଦେଶୀ ମଦ ଜବତ – ୨ ଅଭିଯୁକ୍ତ ଗିରଫ

Rayagada, Rayagada | Aug 24, 2025
ଗୁଣପୁର ପୁଲିସ୍ ର ସଫଳତା ୨୫୨ ଲିଟର୍ ବିଦେଶୀ ମଦ ଜବତ – ୨ ଅଭିଯୁକ୍ତ ଗିରଫ ଗୁଣପୁର ପୋଲିସ୍‌ ଏକ୍ସାଇଜ୍‌ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ପୋଲିସ୍‌ ୨୫୨.୭୨ ଲିଟର ବିଦେଶୀ ମଦ ସହିତ ୨ଟି ଅଟୋକୁ ଜବତ କରିଛି। ଏହା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦ ଓ ଯାନବାହନକୁ ଅଭିଯୁକ୍ତଙ୍କ ଅଧିକାରରୁ ଆଣାଯାଇଛି। ଏହି ସମ୍ବନ୍ଧରେ ଗୁଣୁପୁର ଥାନାରେ ମାମଲା ରୁଜୁ ହୋଇଛି ଓଡିଶା ଏକ୍ସାଇଜ୍‌ ଆଇନ ଅନ୍ତର୍ଗତ ତଦନ୍ତ ଜାରି ରହିଛି ବୋଲି ଆଜି ଅପରାହ୍ନ ୨ଟା ୩୦ମିନିଟ୍ ସମୟରେ ସୁଚନା ଦିୟଜୟିଚି
Read More News
T & CPrivacy PolicyContact Us