This browser does not support the video element.
ଭଟଲି: ତରାକନା ଗ୍ରାମର ଉପରପଡା ଠାରେ ନୂଆଖାଇ ଭେଟ ଘାଟ, ଯୋଗଦେଇ ଭଟଲି ବିଧାୟକ
Bhatli, Bargarh (Baragarh) | Aug 30, 2025
ତରାକନା ଗ୍ରାମର ଉପରପଡା ଠାରେ ନୂଆଖାଇ ଭେଟ ଘାଟ, ଯୋଗଦେଇ ଭଟଲି ବିଧାୟକଭଟଲି ବିଧାନସଭା ଅନ୍ତର୍ଗତ ଭଟଲି ବ୍ଲକ ତରାକନାଗ୍ରାମର ଉପର ପଡା ଠାରେ ଉତ୍ସାହ ଉଦ୍ଦୀପନା ସହିତ ଆଜି ସନ୍ଧ୍ୟା ୫ ଟାରେ ନୂଆଖାଇ ଭେଟଘାଟ ଆରମ୍ଭ ହୋଇଥିଲା।ଏହି ତରାକନା ଗ୍ରାମର ଆଜାଦ୍ ହିନ୍ଦ୍ ଯୁବକ ସଂଘ ତରଫରୁ ଗଣେଶ ପୂଜା ଉପଲକ୍ଷେ ଏହି ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ଏହି ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ଯୋଗଦାନ କରି ପ୍ରଥମେ ଶ୍ରୀ ଗଣେଶ ମହାପ୍ରଭୁ ଙ୍କୁ ଦର୍ଶନ କରି ଗ୍ରାମର ମଙ୍ଗଳ କାମନା କରିଥିଲେ।