This browser does not support the video element.
ସୁକିନ୍ଦା: ସୁକିନ୍ଦା ଖଣି ଅଞ୍ଚଳ ପାଖ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ଦୁଇ ଆହତ
Sukinda, Jajpur | Sep 10, 2025
ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳ ସ୍ଥିତ ରେଙ୍ଗାଲି ରାସ୍ତାରେ ବୁଧବାର ଅପରାହ୍ନ 4 ଘଟିକା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ଜଣେ ବ୍ୟକ୍ତି ଓ ଜଣେ ମହିଳା ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।