Download Now Banner

This browser does not support the video element.

ଜମନକିରା: ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ର ରେ ବନ୍ଧ୍ୟାକରଣ ଶିବିର ଅନୁଷ୍ଠିତ

Jamankira, Sambalpur | Sep 19, 2025
ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ର ରେ ବନ୍ଧ୍ୟାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ୧୦ ଟାରୁ ସନ୍ଧ୍ୟା ୬ ଟା ମଧ୍ୟ ରେ ଏକ ବନ୍ଧ୍ୟାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ବିଶେଷଜ୍ଞ ଡ଼ାକ୍ତରୀ ଦଳ ପହଞ୍ଚି ମହିଳା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବନ୍ଧ୍ୟାକରଣ କରିଥିଲେ। ଉକ୍ତ ଶିବିର ରେ ମୋଟ ୩୪ ଜଣ ମହିଳାଙ୍କ ଫ୍ୟାମିଲି ପ୍ଲାନୀଙ୍ଗ ଅସ୍ତ୍ରୋପଚାର କରାଯାଇଥିଲା।
Read More News
T & CPrivacy PolicyContact Us