Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜାର ଅଷ୍ଟମ ଦିବସରେ ମାଙ୍କ ମହାଗୌରୀ ବେଶ

Dhenkanal Sadar, Dhenkanal | Sep 30, 2025
ଢ଼େଙ୍କାନାଳ ସହରସ୍ଥ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପୀଠରେ ଶାରଦୀୟ ନବରାତ୍ରୀ ପୂଜା ଚାଲିଛି। ସୋମବାର ସକାଳୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ ହାର ,ବିଭିନ୍ନ ପ୍ରକାରର ମିଠା ପିଠା ଫଳ ଖିରି ଭୋଗ ଲାଗି କରାଯାଇ। ଅଷ୍ଟମ ଦିବସରେ ମା ମହାଗୌରୀ ବେଶ ପୂଜା ପାଇଥିଲେ। ଷୋଳସ ଉପଚାରରେ ପୂଜା କରା ଯାଇ ୧୦୦୮ ବେଲ ପତ୍ର ଲାଗି ହୋଇଥିଲା। ମହା ଅଷ୍ଟମୀ ପୂଜା କରାଯାଇଥିଲା। ମଣ୍ଡଳ ପୂଜା, କଳସ ପୂଜା, ସପ୍ତଚଣ୍ଡୀ ପାଠ, ସପ୍ତ ଚଣ୍ଡୀରେ ଆହୁତି, ସଂନ୍ଧ୍ୟା ବେଳେ ଆଳତୀ ପରେ ପହଡ଼ ପଡ଼ିବ।ପୂଜକ ଲିଙ୍ଗରାଜ ପତି ଶର୍ମା, ମନ୍ଦିର ପୂଜକ ଆପୁଲ
Read More News
T & CPrivacy PolicyContact Us