Download Now Banner

This browser does not support the video element.

ଛତ୍ରପୁର: ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା, ଜଣେ ମତ୍ସ୍ୟଜୀବୀ ନିଖୋଜ

Chhatrapur, Ganjam | Aug 28, 2025
ସମୁଦ୍ରରେ ବୁଡିଗଲା ମାଛମରା ଡଙ୍ଗା ।ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଓଲଟିଲା ଡ଼ଙ୍ଗା। ଜଣେ ମତ୍ସ୍ୟଜୀବୀ ନିଖୋଜ ନିଖୋଜ ।ଡ଼ଙ୍ଗାରେ ବସିଥିବା ୭ ମତ୍ସ୍ୟଜୀବୀ ସମୁଦ୍ରରେ ପଡ଼ିଯାଇଥିଲେ। ୭ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି। ଗୁରୁବାର ସକାଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Read More News
T & CPrivacy PolicyContact Us