Download Now Banner

This browser does not support the video element.

ଜଗତସିଂହପୁର: ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହର ଜିଲ୍ଲାର ସମସ୍ତ କ୍ରାଇମ ରେଟ ସମ୍ପର୍କରେ ସୂଚନା

Jagatsinghapur, Jagatsinghpur | Aug 25, 2025
ଜିଲ୍ଲା ପୋଲିସ ମୁଖ୍ୟଳୟ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ଜିଲ୍ଲାର ସମସ୍ତ କ୍ରାଇମ ରେଟ ସମ୍ପର୍କରେ ସୂଚନା ପ୍ରଦାନ l ଆଜି ଦିନ 2ଘଟିକା ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ହୋଇଥିବା ସମସ୍ତ ଥାନାର କ୍ରାଇମ ରେଟ ସମ୍ପର୍କରେ ସୂଚନା ଦିଆଯାଇଛି । ମୋଟ ବେପରୁଆ ଭାବେ ଗାଡି ଚାଳନା କରୁଥିବା ଚାଳକଙ୍କ ଠାରୁ1ଲକ୍ଷ 54ହଜାର 500 ଟଙ୍କା ଆଦାୟ କରାଯାଇ ଥିବା ବେଳେ, ମୋଟ 15ଲିଟର 860 ମିଲିଲିଟର ଚୋରାମଦ ଜବତ କରାଯାଇଛି, ସେହିପରି ମୋଟ 3ଟି ଅବକାରୀ କେଶ ରୁଜୁ ହୋଇଥିବା ବେଳେ, ମୋଟ 3ଜଣ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ସୂଚନା ମିଳିଛି
Read More News
T & CPrivacy PolicyContact Us