This browser does not support the video element.
ବରଗଡ: ମୋଟା ଅର୍ଥ ଫାଇନର ଜନସାଧାରଣଙ୍କ ଅଭିଯୋଗ ପରେ ନିଜ ପ୍ରତିକ୍ରିୟା ରଖିଲେ RTO ଅଫିସର ଟ୍ରାଫିକ ଇନେସ୍ପେକ୍ଟର
Bargarh, Bargarh (Baragarh) | Sep 6, 2025
ବରଗଡ଼ ସହରରେ ଚାଲକ ମାନଙ୍କ ଠାରୁ ମୋଟା ଅଙ୍କର ଚାଲାଣ କାଟୁଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଲେ RTO ବରଗଡ଼ ଟ୍ରାଫିକ ଇନଚାର୍ଜ | ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିବା ସହ ଅନେକ ସମୟରେ RTO ବିଭାଗ ତରଫରୁ ସଚେତନ କରାଯାଉଥିବା ବେଳେ କିଛି ଲୋକ ସଚେତନ ପରେ ମଧ୍ୟ ନିୟମ ମାନୁ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଓ ଚାଲାଣ କରାଯାଉଛି ବୋଲି ଜଣାଇଛନ୍ତି ଟ୍ରାଫିକ ଇନଚାର୍ଜ | ଏହାସହ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜଣାଯାଇଛି |