This browser does not support the video element.
ଜଗତସିଂହପୁର: ବିଧାୟକଙ୍କ ଗୋପାଳସାଗର ସ୍ଥିତ ଆବାସିକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Jagatsinghapur, Jagatsinghpur | Aug 24, 2025
ବିଧାୟକଙ୍କ ଗୋପାଳସାଗରସ୍ଥିତ ଆବାସିକ କାର୍ଯ୍ୟଳୟରେ ଜନସାଧାରଣମାନଙ୍କର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୧୧ ଟା ସମୟରେ ଜଗତସିଂହପୁର ଓ ନାଉଗାଁ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହି ବିଧାୟକ ଅମରେନ୍ଦ୍ର ଦାସଙ୍କୁ ସେମାନଙ୍କର ଆପତ୍ତି ଅଭିଯୋଗ କରିଥିଲେ ଏବଂ ବିଧାୟକ ସେମାନଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରି ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବାର ଦେଖିବାକୁ ମିଳିଛି