This browser does not support the video element.
କୋଟପାଡ: ବୈପାରୀଗୁଡାର ବିଭିନ୍ନ ସ୍ଥାନରେ ସାପ ଉଦ୍ଧାର କଲେ ସ୍ନାକ ହେଲ୍ପ ଲାଇନ କର୍ମକର୍ତ୍ତା l
Kotpad, Koraput | Sep 13, 2025
ବୈପାରୀଗୁଡା ଠାରେ ବିଭିନ୍ନ ସ୍ଥାନରେ ସାପ ଉଦ୍ଧାର କଲେ ସ୍ନାକ ହେଲ୍ପ ଲାଇନ କର୍ମକର୍ତ୍ତା l ଶନିବାର ଅପରାହ୍ନ ୩ ଟା ସମୟରେ ବୈପାରୀଗୁଡା ସଦର ମହକୁମା ସ୍ଥିତ ମଇନା ପୋଡା ଏବଂ ହାଇସ୍କୁଲ ହିଷ୍ଟେରୁ ସାପ ଉଦ୍ଧାର କରିଛନ୍ତି ସ୍ନାକ ହେଲ୍ପ ଲାଇନ କର୍ମକର୍ତ୍ତା ଦମ୍ବୁର ମାଝୀ l ମଇନାପୋଡ଼ ସ୍ଥିତ ଗୁପ୍ତ ଦାସଙ୍କ ପୂଜା ରୁମ ଭିତରେ ସାପ ଥିବା ଜାଣି ତାଙ୍କ ଘରେ ପହଂଚି ୫ ଫୁଟିଆ ଢମଣା ସାପ, ଉଦ୍ଧାର କରିଛନ୍ତି l ପରେ ବୈପାରୀଗୁଡା ହାଇସ୍କୁଲ ହଷ୍ଟେଲ ଅଫିସ ରୁମରେ ବୁଲୁଥିବା ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି l