Install App
khabr.malyabanta
This browser does not support the video element.
ମାଲକାନଗିରି: ବିଜାଘାଟି ରେ ସଡକ ଦୁର୍ଘଟଣାରେ ଗୁରୁବାର ଆହତ ଦୁଇଜଣଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରି ଜୀବନ ବଞ୍ଚାଇଲେ ୨ସାମ୍ବାଦିକ
Malkangiri, Malkangiri | Aug 22, 2025
ମାଲକାନଗିରି ଜିଲ୍ଲା ର ବିଜାଘାଟି ରେ ମୋଟର ସାଇକେଲ ଯୋଗେ ଦୁଇଜଣ ବ୍ୟକ୍ତି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ସାମ୍ନା ରୁ ଦ୍ରୁତ ଗତିରେ ଆସୁଥିବା ବସ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଉଭୟଙ୍କ ଅବସ୍ଥା ଗୁରୁବାର ଥିବା ବେଳେ ଏହି ରାସ୍ତା ଦେଇ ଆସୁଥିବା ୨ଜଣ ସାମ୍ବାଦିକ ସେମାନଙ୍କୁ ଉଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ତାଙ୍କ ଜୀବନ ବଞ୍ଚାଇଥଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!