Download Now Banner

This browser does not support the video element.

ଜୁନାଗଡ: ଗୋଲାମୁଣ୍ଡା ରେ ଅଗ୍ରସେନ ଜୟନ୍ତୀ ପାଳନ ସହ ଶୋଭାଯାତ୍ରା

Junagarh, Kalahandi | Sep 22, 2025
ଗୋଲାମୁଣ୍ଡା ଠାରେ ମାରୱାଡି ସମାଜ ପକ୍ଷରୁ ସୋମବାର ଅଗ୍ରସେନ ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୪ ଟା ରୁ ଗୋଲାମୁଣ୍ଡା ମାରୱାଡି ସମାଜ ତରଫରୁ ଗୋଲାମୁଣ୍ଡା ଜଗନ୍ନାଥ ମନ୍ଦିର ଠାରୁ ମାଁ ମଙ୍ଗଳା ମନ୍ଦିର ଯାଏଁ ଶୋଭାଯାତ୍ରାରେ ବାହାରି ଥିଲେ ।ଏହି ଶୋଭା ଯାତ୍ରା ରେ ଉଭୟ ମାରୱାଡ଼ି ସଂପ୍ରଦାୟର ସ୍ତ୍ରୀ ଓ ପୁରୁଷମାନେ ସାମିଲ ହୋଇଥିଲେ ।
Read More News
T & CPrivacy PolicyContact Us