This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ସାମ୍ବାଦିକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ
Paralakhemundi, Gajapati | Aug 15, 2024
୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ସାମ୍ବାଦିକ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବନ୍ଧୁତ୍ବ ପୁର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଦିନ ୨.୩୦ ସମୟରେ ଆୟୋଜିତ ହୋଇଥିଲା। ଆୟୋଜିତ କ୍ରୀକ୍ରେଟ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଦଶ ଓ ଗଣମାଧ୍ୟମ ର ଏକାଦଶ ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ। ତେବେ ସାମ୍ବାଦିକ ଦଳ ୯୧ ରନ କରିଥିବା ବେଳେ ସର୍ବାଧିକ ୧୧୧ ରନ କରି ବିଜୟୀ ହାସଲ କରିଛନ୍ତି ଜିଲ୍ଲା ପ୍ରଶାସନ ର ଟି