This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ଥିବା ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ,ନୂଆଗାଁ ପରିସରରେ କୃଷି ରଥ ଶୁଭାରମ୍ଭ,
Biramitrapur, Sundargarh | Sep 10, 2025
ନୂଆଗାଁ ବ୍ଲକ ପରିସରରେ ଥିବା ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ,ନୂଆଗାଁ ପରିସରରେ କୃଷି ରଥ ଶୁଭାରମ୍ଭ ହୋଇଯାଇଛି। ଏହାକୁ ଅନୁଷ୍ଠାନିକ ଭାବେ ବ୍ଲକ କୃଷି ଅଧିକାରୀ ସତ୍ୟବ୍ରତ ସହୂ ଉପସ୍ଥିତ ରହି କୃଷି ରଥ ଶୁଭାରମ୍ଭ କରିଥିଲେ ଏହି ରଥ ଆସନ୍ତା ପାଞ୍ଚ ଦିନ ଧରି ନୂଆଗାଁ ବ୍ଲକ ୨୦ଟି ଗ୍ରାମପଂଚାୟତା ଅଂଚଳକୁ ଯାଇ ସରକାରଙ୍କ କୃଷି ଉପରେ ଥିବା ବିଭିନ୍ନ ଯୋଜନାଗୁଡିକ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବେ।