Download Now Banner

This browser does not support the video element.

କୋଟପାଡ: ପି ମାଳିଗୁଡା ଗାଁ ଲୋକେ କାଦୁଅ ରାସ୍ତାକୁ ନେଇ ହନ୍ତସନ୍ତ ହେଉଥିଲେ, ସରପଞ୍ଚ ରାସ୍ତା ମରାମତି କଲେ

Kotpad, Koraput | Sep 10, 2025
ଗ୍ରାମ୍ୟ ଉନ୍ନୟନ ବିଭଗର ଅବହେଳା ଯୋଗୁଁ ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଂଚାୟତର ପି ମାଳିଗୁଡା ଗାଁ ଲୋକେ କାଦୁଅ ରାସ୍ତାକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ସ୍ଥାନୀୟ ସରପଞ୍ଚ ରାସ୍ତା ମରାମତି କଲେ l ବୁଧୁବାର ଅପରାହ୍ନ ୩ ଟା ରେ ଏଭଳି ଘଟଣା ଦେଖିବାକୁ ମିଳିଛି l ସୂଚନା ବୋଦାପୁଟ ଆରଡି ରୋଡ ଠାରୁ ପି ମାଳିଗୁଡା ପର୍ଯ୍ୟନ୍ତ ୩ କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୩ ବର୍ଷ ପୂର୍ବେ ଏନବିସିସି ନାମକ ଏକ ଠିକା ସଂସ୍ଥା ନିର୍ମାଣ କରିଥିଲା l ହେଲେ ସେ ରାସ୍ତା ସମ୍ପୂଣ ନଷ୍ଟ ହୋଇଯାଇଛି କାଦୁଅରେ ଭରି ଯାଇଛି l ଏନେଇ ହନ୍ତସନ୍ତ ହେଉଛି ଲୋକେ l
Read More News
T & CPrivacy PolicyContact Us