This browser does not support the video element.
ସୋନପୁର: ଅଙ୍ଗନଦୀ ପାଖରେ ବାଇକ ଦୁର୍ଘଟଣା ୨ ଗୁରୁତର ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି।
Sonapur, Subarnapur (Sonepur) | Sep 5, 2025
ଅଙ୍ଗନଦୀ ପାଖରେ ବାଇକ ଦୁର୍ଘଟଣା ୨ ଗୁରୁତର ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି।ଆଜି ସନ୍ଧ୍ୟାରେ ଘୋଡାଧାର ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଅଙ୍ଗନଦୀ ପାଖରେ ଦୁର୍ଘଟଣା ଗ୍ରସ୍ଥ ହୋଇ ଥିବା ସୂଚନା ମିଳିଛି।ତେବେ ଦୁଇ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତା ରେ ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି।ବର୍ତ୍ତମାନ ଯାଏଁ ତାଙ୍କର କୋଣସି ପରିଚୟ ମିଳିନାହିଁ।