This browser does not support the video element.
ଲକ୍ଷ୍ମୀପୁର: ଦଶମନ୍ତପୁରରେ ଅନ୍ତର୍ଜାତୀୟ ସ୍ଵାକ୍ଷରତା ଦିବସ ପାଳିତ
Lakshmipur, Koraput | Sep 8, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ଠାରେ ଭାରପ୍ରାପ୍ତ ବି ଇ ଓ ମନ୍ମଥ ମଣ୍ଡାଙ୍ଗି ଙ୍କ ତତ୍ବାବଧାନରେ ଚଳିତ ମାସ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ, ନବ ଭାରତ ତଥା ଅନ୍ତର୍ଜାତୀୟ ସ୍ଵାକ୍ଷରତା ଦିବସ ପାଳିତ ହୋଇ ଯାଇଛି। ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଏକ୍ସ ବୋର୍ଡ଼ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏବଂ ସଭା ଯାତ୍ରା ରେ ବାହାରି ଥିଲେ। ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।