This browser does not support the video element.
କରଞ୍ଜିଆ: କୁରୁଳିଆ ଠାରେ କେନ୍ଦ୍ରିୟ ଗୋକୁଳ ମିଶନ ଯୋଜନାରେ ଚାଷୀ ମାନଙ୍କୁଗାଈ ବଣ୍ଟନ ,ଯୋଗ ଦେଲେ ସାଂସଦ
Karanjia, Mayurbhanj | May 25, 2025
ଆଜି ଦିନ ୧୦ ଘଟିକା ସମୟରେ କରଞ୍ଜିଆ ବ୍ଲକର କୁରୁଳିଆ ଠାରେ କେନ୍ଦ୍ରିୟ ଗୋକୁଳ ମିଶନ ଯୋଜନାରେ ଚାଷୀ ମାନଙ୍କୁଗାଈ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଓ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ନବିନ ରାମଙ୍କ ଉପସ୍ଥିତି ରହି ବିନା ମୂଲ୍ୟରେ ଚାଷୀ ଙ୍କୁ ଗାଈ ବଣ୍ଟନ କରିଥିଲେ।