Download Now Banner

This browser does not support the video element.

ବାଲିକୁଦା: ଅନନ୍ତପୁର ଗାଁର କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

Balikuda, Jagatsinghpur | Apr 18, 2024
ଗୁରୁବାର ଅପରାହ୍ନରେ ଅନନ୍ତପୁର ଗ୍ରାମର ଅନନ୍ତ ମୁଦୁଲିଙ୍କ କାଜୁ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଯାହା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି । ଗାଁ ମୁହାଁ ହେଉଥିବା ନିଆଁକୁ ସଠିକ ସମୟରେ ଅଟକାଇବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ ।
Read More News
T & CPrivacy PolicyContact Us