Download Now Banner

This browser does not support the video element.

ଖୋର୍ଦ୍ଧା: ଟାଙ୍ଗୀ ବଡ଼ପରି ବାଇପାସ୍ ରାସ୍ତାରେ ଟ୍ରକ ଧକ୍କାରେ ୧୦ ଗାଇ ଗୋରୁ ମୃତ

Khordha, Khordha | Oct 8, 2025
ଗୋରୁଗାଈଙ୍କ ଉପରେ ଚଢିଗଲା ଟ୍ରକ ୧୦ ଗୋରୁ ଗାଈଙ୍କ ମୃତ୍ୟୁ । ଜାତୀୟ ରାଜପଥ ଉପରେ ଥିବା ଗୋରୁଗାଈଙ୍କ ଉପରେ ଚଢି ଗଲା ଚଳନ୍ତା ଟ୍ରକ । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ-ବଡ଼ପାରୀ ବାଇପାସ୍ ଜାତୀୟ ରାଜପଥ ଉପରେ ଘଟିଛି । ଏହି ଦୁର୍ଘଟଣାରେ ଗୋରୁଗାଈଙ୍କର କେବଳ ଯେ ମୃତ୍ୟୁ ହୋଇଛି ତା'ନୁହେଁ ବରଂ ଏକାଧିକ ଗୋରୁଗାଈ ଆହାତ ହୋଇଛନ୍ତି । ମଦରଟେରେସା ଯୁବକ ସଂଘ ଓ ବଜରଙ୍ଗି ଦଳର କର୍ମକର୍ତ୍ତା ପହଞ୍ଚି ଆହାତ ଗାଇ ଗୋରୁଙ୍କ ସେବା ଶୁଶ୍ରୁଷା କରୁଛନ୍ତି ।
Read More News
T & CPrivacy PolicyContact Us