Download Now Banner

This browser does not support the video element.

ପାଲଲହଡା: ସ୍ଥାନୀୟ ଯୁବକ ମାନଙ୍କୁ କୋଇଲା ଖଣିରେ ନିଯୁକ୍ତି ଦେବାନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Palalahada, Angul | Sep 23, 2025
ଦୀର୍ଘ ଏକବର୍ଷ ହେବ ତାଳଚେର ଅଞ୍ଚଳର ପଚାଶ ଜଣ ବେକାର ଯୁବକ ମାନେ କୋଇଲା ଖଣିରେ କାମ କରିବା ନିମନ୍ତେ ଲିଙ୍ଗରାଜ କୋଇଲା ଖଣି କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭିଟି ତାଲିମ ନେଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଯାହାଫଳରେ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ତାଲିମପ୍ରାପ୍ତ ବେକାର ଯୁବକମାନେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ
Read More News
T & CPrivacy PolicyContact Us