This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୨ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖା ଆନୁକୂଲ୍ୟରେ ପର୍ଯ୍ୟାବରଣ ସୁରକ୍ଷା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Raurkela M, Sundargarh | Sep 7, 2025
ସେପ୍ଟେମ୍ବର ୭ ତାରିଖ ସକାଳ ପ୍ରାୟ ୧୦ ଟା ୩୦ ମିନିଟ ସମୟରେ ସେକ୍ଟର -୨ ସ୍ଥିତ ନେତାଜୀ ସୁଭାଷ ବୋଷ ସଂଯୁକ୍ତ ଶାଖା ଆନୁକୂଲ୍ୟରେ ସେକ୍ଟର ଦୁଇ (2) NAC ମାର୍କେଟ ପାଖ ଖାଲିଥିବା ସ୍ଥାନରେ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚାରଣ ତନ୍ତୀ, ଯୋଗଦେଇ ବୃକ୍ଷ ରୋପଣ କରିବା ଅବସରରେ ଗଛର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ, ଆଜିର ବିଶାକ୍ତମୟ ପରିବେଶ ପାଇଁ ଶୁଦ୍ଧ ଅମ୍ଳଜାନ ଦରକାର,ଏଣୁ ମୁକ୍ତ ଅମ୍ଳଜାନ ପାଇବା ପାଇଁ ସମସ୍ତ ଜନସାଧାରଣ ଗଛ ଲଗାଇବା ଅତ୍ୟନ୍ତ ଦରକାର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଯୁକ୍ତ ଶାଖାର ସଦସ୍ୟ ଗଣ ପରିବେଶ