Download Now Banner

This browser does not support the video element.

ସଦର: କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ହେଲେ ନଗର ବିଜେଡି ସଭାପତି

Sadar, Kalahandi | Sep 6, 2025
ଏନଏସି ଅଧ୍ୟକ୍ଷ ନୣପରାଜ ଯାଦବ ହେଲେ ନଗର ବିଜେଡି ସଭାପତି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେଡି ସଭାପତି ଭାବରେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଅଧ୍ୟକ୍ଷ ଶ୍ରୀ ଯାଦବ ଜଣେ ବରିଷ୍ଠ ବିଜେଡି କର୍ମୀ ଥିଲାବେଳେ ଗତ ଏନଏସି ନିର୍ବାଚନରେ ସ୍ଥାନୀୟ ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ ରହିଥିଲେ। ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଆଜି ଅପରାହ୍ନ 4 ଟା ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us