This browser does not support the video element.
ଭଟଲି: ଚାକିରୀ ନାଁ ରେ ଠକେଇ କରିଥିବା ଡୁମାଲପାଲି ଗ୍ରାମର ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣକୁ ଗିରଫ କଲା ଭଟଲି ପୋଲିସ
Bhatli, Bargarh (Baragarh) | Sep 10, 2025
ଚାକିରୀ ନାଁ ରେ ଠକେଇ କରିଥିବା ଡୁମାଲପାଲି ଗ୍ରାମର ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣକୁ ଗିରଫ କଲା ଭଟଲି ପୋଲିସଭଟଲି ଥାନା ଅନ୍ତର୍ଗତ ଡୁମାଲପାଲି ଗ୍ରାମରେ ଗ୍ରାମରମକର୍ଧ୍ୱଜ ଭୋଇ ଏବଂ ତାଙ୍କ ପତ୍ନୀ କୁନ୍ତଳା କୁଅଁର ଙ୍କୁ ଆଜି ଦିନ ୧୧ଟାରେ ଭଟଲି ପୋଲିସ ଗିରଫ କରିଛି।ଢେଙ୍କାନାଳ ଜିଲ୍ଲାର କଙ୍ଗାଳୀ ଚରଣ ବେହେରା ଙ୍କୁ ଚାକିରୀ କରାଇଦେବି କହି ତାଙ୍କଠାରୁ ଏକ ଚାକିରୀ ପାଇଁ ୬ଲକ୍ଷ୍ୟ ୫୦ହଜାର ଟଙ୍କା ଆଣିଥିଲେ ବୋଲିଭଟଲି ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଥିଲା।ଏନେଇ ଭଟଲି ଥାନା ରେ ଏକ ମାମଲା ରୁଜୁ ହୋଇଛି।