Install App
baripada_news
This browser does not support the video element.
ଉଦଳା: ହାତୀମଡା ଠାରେ ମିଳିତ ଯୁବ ପରିଷଦ ଦ୍ୱାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ; ମନ୍ତ୍ରୀ ଓ ବିଧାୟକଙ୍କ ଯୋଗଦାନ
Udala, Mayurbhanj | Oct 3, 2025
ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ମୟୂରଭଞ୍ଜ ଜିଲ୍ଲାର ଶ୍ରୀଦାମଚନ୍ଦ୍ରପୁର ସ୍ଥିତ ହାତୀମଡା ଠାରେ ମିଳିତ ଯୁବ ପରିଷଦ ଦ୍ୱାରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ଉଦଳାର ବିଧାୟକ ଭାସ୍କର ମଢେଇ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!