Download Now Banner

This browser does not support the video element.

ବରଗଡ: ପୁରୁଣା ହସ୍ପିଟାଲ କନଫ୍ରେନ୍ସ ହଲ ଠାରେ ଅନୁଷ୍ଠିତ ହେଲା ଗୁରୁତ୍ୱପୂର୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Bargarh, Bargarh (Baragarh) | Sep 6, 2025
ବରଗଡ଼ ପୁରୁଣା ହସ୍ପିଟାଲର କନ୍ଫରେନ୍ସ ହଲ ଠାରେ ଶନିବାର ମଧ୍ୟାହ୍ନ 1 ଘଣ୍ଟା ସମୟରେ ଶିଶୁ କେନ୍ସର ଚିହ୍ନଟ ପ୍ରକ୍ରିୟାକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ବରଗଡ଼ CDMO, ବରଗଡ଼ କେୟାର, ICCI ସହ ବିଭିନ୍ନ ଅନୁଷ୍ଠାନ ଓ ଡାକ୍ତର ଉପସ୍ଥିତ ରହିଥିଲେ | ଶିଶୁ କେନ୍ସରକୁ କିପରି ଚିହ୍ନଟ କରିପାରିବା ଏବଂ ତାଙ୍କୁ ଚିକିତ୍ସା ପ୍ରଦାନକୁ ନେଇ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ AIIMS, SUM Hospital, Bagchi Sankara Cancer Center and Research lnstitute, KIMS Hospital ର ଶିଶୁ କେନସର ବିଶେଷଜ୍ଞ ମାନେ ଉପ
Read More News
T & CPrivacy PolicyContact Us