Download Now Banner

This browser does not support the video element.

ମାଲକାନଗିରି: ଗିରକାନପାଲି ଗ୍ରାମ ନିକଟସ୍ଥ ନଦୀରରୁ ଜଣେ ବ୍ୟକ୍ତିଙ୍କ ମର ଶରୀର ଉଦ୍ଧାର

Malkangiri, Malkangiri | Sep 9, 2025
ମାଲକାନଗିରି ଜିଲ୍ଲା ଗିରକାନପାଲି ଗ୍ରାମ ନିକଟସ୍ଥ ନଦୀରେ ଜଣେ ବ୍ୟକ୍ତିଙ୍କ ମର ଶରୀର ମିଳିଥିବା ଜଣାପଡିଛି। କିଛି ବ୍ୟକ୍ତି ରାତିରେ ନଦୀରୁ ମାଛ ଧରିବାକୁ ଯାଇଥିବା ବେଳେ ନଦୀ କୂଳରେ ମର ଶରୀର ଟି ପଡି ରହିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ମୃତ ଦେହ ର ପରିଚୟ ମିଳି ପାରି ନଥିବା ଜଣାପଡିଛି ।
Read More News
T & CPrivacy PolicyContact Us