This browser does not support the video element.
କବିସୂର୍ଯ୍ୟନଗର: ସମାରେ ସାପ କାମୁଡ଼ାରେ ଜଣେ ମୃତ
Kabisuryanagar, Ganjam | Sep 12, 2025
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମାରେ ସାପ କାମୁଡିଵା ଫଳରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ଗୋଲେଖ ଭୂୟାଁ । ଗୁରୁବାର ଦିନ ଗୋଲେଖ କୌଣସି କାମ ରେ ବିଲକୁ ଯାଇଥିଲେ । ସେଠାରେ ତାଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ କୋଦଳା ମେଡିକାଲକୁ ନେଇଥିଲେ । ମେଡିକାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ପହଂଚି ଶୁକ୍ରବାର ଦିନ ତାଙ୍କୁ ବ୍ୟବଛେଦ ପାଇଁ ପଠାଇଥିବା ଅପରାହ୍ନ 4 ଘଣ୍ଟ ସମୟରେ ପୋଲିସ ସୂଚନା ଦେଇଛି ।