This browser does not support the video element.
ଫୁଲବାଣୀ ସହର: ପଞ୍ଚାୟତ ଭବନ ଠାରେ ଗଣ ପର୍ବ ନୂଆଁଖାଇ ଅବସରରେ ସିଏମ କିଷାନ ସହାୟତା ପ୍ରଦାନ
Phulabani Town, Kandhamal | Aug 27, 2025
ଫୁଲବାଣୀ ର ପଞ୍ଚାୟତ ଭବନ ଠାରେ କୣଷି ଭିତିକ ଗଣ ପର୍ବ ନୁଆ ଖାଇ ଅବସରରେ ସି. ଏ. ଏମ. କିଶାନ ସହାୟତା ପ୍ରଦାନ କରାଯାଇଛି, ଏହି କାଯ୍ୟକ୍ରମ ଟି ବୁଧବାର ଦିନ 11ଘଣ୍ଟିକା ରୁ ଆରମ୍ଭ କରି ଦିନ ଗଟାଏ ପଯ୍ୟନ୍ତ ଚାଲୁ ରହିଥିଲା, ଉକ୍ତ କାଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭବରେ ଯୋଗ ଦେଇଥିବା ବେଳେ କନ୍ଧମାଳ ର ସିଡିଏଓ ଚିତ ରଞ୍ଜନ ସତପଥି, କନ୍ଧମାଳ ର ଡିଏଫ୍ ଓ ପ୍ରଫୁଲ୍ଲ କହଂର, କେଭିକେ ସାଇଣ୍ଟିଷ୍ଟ ଡକ୍ଟର ସୁଜିତ ମୁଖି, ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଉଆଟର ସେଡ ପିଡି ଅରୂଣ ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସିନ ରହିଥିଲେ, କାଯ୍ୟକ୍ରମ କନ୍ଧମାଳ ସିଲେକସନ ହ