Install App
qhour
This browser does not support the video element.
ଫୁଲବାଣୀ ସହର: ଖଜୁରୀପଡା ଥାନା ଅଞ୍ଚଳ ର ପିରୁକୁଡି ପଞ୍ଚାୟତ ର ରାଘାପଦର ଗ୍ରାମରେ ବଜ୍ରାଘାତ ରେ ତିନଟି ଛେଳି ସହ ଗଟାଏ ବଳଦ ର ମୁତ୍ଯୁ ବରଣ କରିଛି
Phulabani Town, Kandhamal | Aug 26, 2025
ଖଜୁରୀପଡା ଥାନା ଅଞ୍ଚଳ ର ପିରୁକୁଡି ପଞ୍ଚାୟତ ର ରାଘାପଦର ଗ୍ରାମରେ ବଜ୍ରାଘାତ ରେ ତିନଟି ଛେଳି ସହ ଗଟାଏ ବଳଦ ର ମୁତ୍ଯୁ ବରଣ କରିଛି ଏହି ଘଟଣା ଟି ମଙ୍ଗଳବାର ଅପରାହ୍ନ 4ଘଣ୍ଟିକା ସମୟରେ ଘଟିଛି, ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଘଡଘଡି ହେବାର ସତର୍କ ସୁଚନା ଜାରି କରାଯାଇଥିଲା, ସୁଚନା ମୁତାବକ ଅପରାହ୍ନ 4ଘଣ୍କିକା ପିରୁକୁଡି ଠାରେ ବିଜୁଳି ମଧ୍ୟ ବହୁ ଯୋର ରେ ମାରିଥିଲା, ପରେ ଜଣାପଡିଥିଲା ଯେ ଗ୍ରାମରେ ଛେଳି ତିନଟି ସହ ଗଟାଏ ଗାଇ ମୁତ୍ୟୁ ବରଣ କରିଥିବା ଜଣା ପଡିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!