Download Now Banner

This browser does not support the video element.

ଛତ୍ରପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, MKCG ମେଡିକାଲରୁ ସାମ୍ନାକୁ ଆସିଲା ମୃତ୍ୟୁ ପରର ଏକ୍ସ ରେ ଫଟୋ

Chhatrapur, Ganjam | Oct 8, 2025
ସାମ୍ନାକୁ ଆସିଲା ପୀତବାସଙ୍କ ମୃତ୍ୟୁ ପରର ଏକ୍ସରେ ଫଟୋ। ଏକ୍ସରେରେ ସ୍ପଷ୍ଟ ଭାବେ ଦେଖାଯାଉଛି ଶରୀରରେ ଥିବା ଗୁଳି ପୀତବାସଙ୍କ ମେରୁଦଣ୍ଡରେ ଫସି ରହିଥିଲା ଗୋଟିଏ ଗୁଳି ଗୁଳି କାଢ଼ିବାକୁ ଡାକ୍ତରଙ୍କୁ ଲାଗିଥିଲା ୩୦ ମିନିଟରୁ ଅଧିକ ସମୟ ଡାହାଣ ଛାତିର ଉପରି ଭାଗରେ ବାଜିଥିଲା ଗୁଳି। ବୁଧବାର ପୂର୍ବାହ୍ନରେ ଏହି ଏକ୍ସ ରେ ଫଟୋ ସାମ୍ନାକୁ ଆସିଛି।
Read More News
T & CPrivacy PolicyContact Us