Download Now Banner

This browser does not support the video element.

ଜି ଉଦୟଗିରି: ରାଇକିଆ ନିକଟରେ ଟ୍ରାକ୍ଟର ସହ ବାଇକ ଦୁର୍ଘଟଣା ଘଟଣା, ରାଇକିଆ ଥାନାରେ ମାମଲା ରୁଜୁ

G Udayagiri, Kandhamal | Aug 22, 2025
ରାଇକିଆ ନିକଟ ରେ ଗତ 11 ତାରିଖ ରେ ଏକ ଟ୍ରାକ୍ଟର ସହ ବାଇକ ଦୁର୍ଘଟଣା ହୋଇଥିଲା. ଏହି ଘଟଣା ପରେ ରାଇକିଆ ଥାନରେ ଏକ ମାମଲା ରୁଜୁ ହୋଇଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି. ଏ ନେଇ ଥାନାରେ 199/2025 ରେ ଏକ ମାମଲା ରୁଜୁ ହୋଇଅଛି.
Read More News
T & CPrivacy PolicyContact Us